JMFC କୋର୍ଟ ପ୍ରତିଷ୍ଠା ସମ୍ପର୍କିତ ବ୍ୟାନରରେ MLAଙ୍କ ଭୂମିକାକୁ ଆଲୋକିତ କରାଯିବା ନେଇ ଆଲୋଚନା: ହାଇକୋର୍ଟ ବେଞ୍ଚ ଦାବି ପୁଣି ଚର୍ଚ୍ଚାରେ:
ଝାରସୁଗୁଡ଼ା ଜିଲ୍ଲାର ଲାଏକେରା ଓ କୋଲାବିରାରେ JMFC କୋର୍ଟ ପ୍ରତିଷ୍ଠା ପାଇଁ ସ୍ଥାନୀୟ ବିଧାୟକ ଶ୍ରୀ ତଙ୍କଧର ତ୍ରିପାଠୀଙ୍କୁ ଧନ୍ୟବାଦ ଜଣାଉଥିବା ଫ୍ଲେକ୍ସ ବ୍ୟାନରଗୁଡ଼ିକ ଆଲୋଚନା ସୃଷ୍ଟି କରିଛି। ଏହି ପ୍ରସଙ୍ଗରେ ଅନେକ ଲୋକ ମନେ ପକାଇ ଦେଇଛନ୍ତି ଯେ ମାନ୍ୟବର ଓଡ଼ିଶା ହାଇକୋର୍ଟ ୨୦୨୦ ମସିହାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ସିଭିଲ ଜଜ୍ (ଜୁନିୟର ଡିଭିଜନ୍)-କମ୍-JMFC କୋର୍ଟ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଥିଲେ। ତତ୍କାଳୀନ BJD ସରକାରଙ୍କ ସହ ପରାମର୍ଶ କରି ଲାଏକେରା ଏବଂ…